OLD | NEW |
| (Empty) |
1 <!DOCTYPE HTML PUBLIC "-//W3C//DTD HTML 4.01 Transitional//EN" | |
2 "http://www.w3.org/TR/html4/loose.dtd"> | |
3 <html> | |
4 <head> | |
5 <meta http-equiv="Content-Type" content="text/html; charset=utf-8"> | |
6 <link rel="icon" type="image/ico" href="/tools/dlpage/res/chrome/images/chrome-1
6.png"><title>Google Chrome ସେବାର ସର୍ତ୍ତାବଳୀ</title> | |
7 <style> | |
8 body { font-family:Arial; font-size:13px; } | |
9 </style> | |
10 <script type="text/javascript"> | |
11 function carry_tracking(obj) { | |
12 var s = '(\\?.*)'; | |
13 var regex = new RegExp(s); | |
14 var results = regex.exec(window.location.href); | |
15 if (results != null) { | |
16 obj.href = obj.href + results[1]; | |
17 } else { | |
18 s2 = 'intl/([^/]*)'; | |
19 regex2 = new RegExp(s2); | |
20 results2 = regex2.exec(window.location.href); | |
21 if (results2 != null) { | |
22 obj.href = obj.href + '?hl=' + results2[1]; | |
23 } | |
24 } | |
25 } | |
26 </script></head> | |
27 | |
28 <body> | |
29 <h3>Google Chrome ସେବାର ସର୍ତ୍ତାବଳୀ</h3> | |
30 <p>ଏହି ସେବାର ସର୍ତ୍ତାବଳୀ Google Chrome ର ବହିଷ୍କାରଯୋଗ୍ୟ କୋଡ୍ ସଂସ୍କରଣକୁ ପ୍ରୟୋଗ ହୁଏ
। <a href="http://code.google.com/chromium/terms.html">http://code.google.com/ch
romium/terms.html</a>ରେ ମୁକ୍ତ ଉତ୍ସ ସଫ୍ଟୱେୟାର ଲାଇସେନ୍ସ ଚୁକ୍ତିନାମା ଅଧିନରେ Google C
hrome ପାଇଁ ମାଗଣାରେ ଉତ୍ସ କୋଡ୍ ଉପଲବ୍ଧ ଅଟେ ।</p> | |
31 <p><b>1. Google ସହିତ ଆପଣଙ୍କର ସମ୍ପର୍କ</b></p> | |
32 <p>1.1 Google&rsquo ଉତ୍ପାଦ, ସଫ୍ଟୱେୟାର, ସେବା ଏବଂ ୱେବସାଇଟଗୁଡିକ (ଏହି ଡକ୍ୟୁମେଣ୍ଟରେ ଥ
ିବା “ସେବାଗୁଡିକ” ପରି ସଂଗୃହିତ ଭାବେ ରେଫର୍ ହୋଇଛି; ଏବଂ ଆପଣଙ୍କୁ କୌଣସି ପୃଥକ
ଲିଖିତ ଚୁକ୍ତିନାମା ଦ୍ଵାରା ପ୍ରଦତ୍ତ ସେବାଗୁଡିକ ବହିର୍ଭୂତ ହୋଇଛି) ର ଆପଣଙ୍କ ବ୍ୟବହାର ଆପଣ
ତଥା Google ମଧ୍ୟରେ ଆଇନଗତ ଚୁକ୍ତିନାମା ଅନୁଯାୟୀ ଅନୁବନ୍ଧିତ ଅଟେ । “Google”
ଅର୍ଥ Google Inc., ଯାହାର ବ୍ୟବସାୟର ମୂଳସ୍ଥାନ ହେଉଛି 1600 ଏମଫିଥିଏଟରି ପାର୍କୱେ, ମାଉଣ୍ଟେ
ନ୍ ଭ୍ୟୁ, CA 94043, ଯୁକ୍ତରାଷ୍ଟ୍ର ଆମେରିକା । ଚୁକ୍ତିନାମା କିପରି ନିର୍ମିତ ହୋଇଛି ତଥା ସେହ
ି ଚୁକ୍ତିର କିଛି ସର୍ତ୍ତ ସେଟ୍ଆଉଟ୍ କରିବା ଏହି ଡକ୍ୟୁମେଣ୍ଟ ବ୍ୟାଖ୍ୟା କରେ । </p> | |
33 <p>1.2 ଯଦିଓ Google ସହ ଲିଖନ ବ୍ୟତୀତ, Google ସହ ଆପଣଙ୍କ ଚୁକ୍ତିନାମା ସର୍ବଦା ଏହି ଡକ୍ୟୁମ
େଣ୍ଟରେ ଥିବା ଚୁକ୍ତି ଏବଂ ସର୍ତ୍ତାବଳୀର ସେଟ୍ଆଉଟରେ ଏକ ସର୍ବନିମ୍ନ ଅନ୍ତର୍ଭୂକ୍ତ କରିଥାଏ । ଏ
ହି ଗୁଡିକ ନିମ୍ନରେ “ସର୍ତ୍ତାବେଳୀ” ରୁପେ ଦର୍ଶିତ । ପୃଥକ ଲିଖିତ ଚୁକ୍ତିନାମାରେ
ଥିବା Google Chrome ଉତ୍ସ କୋଡ୍ ପାଇଁ ମୁକ୍ତ ଉତ୍ସ ସଫ୍ଟୱେୟାର ଲାଇସେନ୍ସ । ନିର୍ଦ୍ଦିଷ୍ଟ
ସୀମା ପର୍ଯ୍ୟନ୍ତ ମୁକ୍ତ ଉତ୍ସ ସଫ୍ଟୱେୟାର ଲାଇସେନ୍ସ ସ୍ଵତନ୍ତ୍ରଭାବରେ ୟୁନୁଭର୍ସାଲ ଚୁକ୍ତିନାମ
ାର ସ୍ଥାନ ନେଇ ଥାଏ, ମୁକ୍ତ ଉତ୍ସ ଲାଇସେନ୍ସ Google Chrome ର ବ୍ୟବହାର କିମ୍ବା Google Chro
me ଦ୍ଵାରା ସ୍ଵତନ୍ତ୍ରଭାବରେ ଅନ୍ତର୍ଭୂକ୍ତ ହୋଇଥିବା ଉପାଦାନର ବ୍ୟବହାର ପାଇଁ Google ସହ ଆପଣଙ
୍କ ଚୁକ୍ତିନାମା ପରିଚାଳନା କରେ ।</p> | |
34 <p>1.3 Google ସହ ଆପଣଙ୍କ ଚୁକ୍ତିନାମା ୟୁନିଭର୍ସାଲ ଚୁକ୍ତିନାମା ସହ ସେବାଟିରେ ପ୍ରୟୋଗଯୋଗ୍ୟ
ଯେକୌଣସି ଆଇନଗତ ନୋଟିସ୍ ମଧ୍ୟ ଅନ୍ତର୍ଭୂକ୍ତ କରେ । ଏହି ଗୁଡିକ ସବୁ ନିମ୍ନରେ “ ଅତିରି
କ୍ତ ସର୍ତ୍ତାବଳୀ” ରୁପେ ଦର୍ଶିତ । ସେବାରେ ଅତିରିକ୍ତ ସର୍ତ୍ତାବଳୀ ପ୍ରୟୋଗ ହେବାବେଳେ,
ସେହି ସେବାରେ କିମ୍ବା ମାଧ୍ୟମରେ ଆପଣ ପଠନ କରିବାକୁ ଏହି ଗୁଡିକ ଅନୁମତି ପ୍ରାପ୍ତ ହେବ ।</p> | |
35 <p>1.4 ସେବାର ଆପଣଙ୍କ ବ୍ୟବହାର ସମ୍ବନ୍ଧରେ ଆପଣ ଏବଂ Google ମଧ୍ୟରେ ଆଇନଗତ ଭାବେ ଅନୁବନ୍ଧିତ
ଚୁକ୍ତିନାମାର ସର୍ତ୍ତାବଳୀଗୁଡିକରୁ ୟୁନିଭରସିଆଲ୍ ଚୁକ୍ତିନାମା ଏକ ଅତିରିକ୍ତ ଚୁକ୍ତିନାମା ସହ
ମିଶ୍ରଣ ହୁଏ । ଏହା ପ୍ରମୁଖ ଅଟେ ଯେ ସେଗୁଡିକ ଧ୍ୟାନର ସହ ପଢିବାକୁ ଆପଣ ଉପଯୁକ୍ତ ସମୟ ନିଅନ୍ତୁ
। ସଂଗୃହିତ ଭାବେ, ଏହି ଆଇନ ଗତ ଚୁକ୍ତିନାମା ନିମ୍ନରେ “ସର୍ତ୍ତାବଳୀ” ରୂପେ ଦର୍
ଶିତ; ।</p> | |
36 <p>1.5 ଅତିରିକ୍ତ ଚୁକ୍ତିନାମା ଏବଂ ୟୁନିଭର୍ସାଲ୍ ଚୁକ୍ତିନାମା କହୁଥିବା ମଧ୍ୟରେ ଯଦି କିଛି ଅସ
ାମଞ୍ଜସ୍ୟ ଥାଏ, ତେବେ ସେହି ସେବାଟି ପାଇଁ ଅତିରିକ୍ତ ଚୁକ୍ତିନାମା ପ୍ରାଥମିକତା ନେବ ।</p> | |
37 <p><b>2. ସର୍ତ୍ତାବଳୀଗୁଡିକର ସ୍ଵୀକାର କରିବା</b></p> | |
38 <p>2.1 ସେବା ବ୍ୟବହାର କରିବା କ୍ରମାଙ୍କରେ, ପ୍ରଥମେ ଆପଣ ସର୍ତ୍ତାବଳୀରେ ରାଜି ହେବା ଆବଶ୍ୟକ ।
ଯଦି ଆପଣ ସର୍ତ୍ତାବଳୀ ଗ୍ରହଣ ନକରନ୍ତି ଆପଣ ସେବା ବ୍ୟବହାର କରିନପାରନ୍ତି ।</p> | |
39 <p>2.2 ଆପଣ ସର୍ତ୍ତାବଳୀ ଗ୍ରହଣ କରିପାରିବେ:</p> | |
40 <p>(A) ଯେକୌଣସି ସେବା ପାଇଁ ଉପଯୋଗକର୍ତ୍ତାଙ୍କ ଇଣ୍ଟରଫେସରେ ଆପଣଙ୍କୁ Google ଦ୍ଵାରା ଏହି ବି
କଳ୍ପର ଉପଲବ୍ଧ କରାଯାଇଥିବା ସ୍ଥଳେ ସର୍ତ୍ତାବଳୀକୁ ଗ୍ରହଣ କରିବା କିମ୍ବା ରାଜି ହେବାରେ କ୍ଲିକ୍
କରି; କିମ୍ବା</p> | |
41 <p>(B) ପ୍ରକୃତରେ ସେବା ବ୍ୟବହାର କରି । ଏହି କ୍ଷେତ୍ରରେ, ଆପଣ ବୁଝନ୍ତି ଏବଂ ରାଜି ହୁଅନ୍ତି ଯ
େ Google ଆପଣଙ୍କ ସେବାର ବ୍ୟବହାରକୁ ସେହି ସ୍ଥାନରୁ ସର୍ତ୍ତାବଳୀର ଗ୍ରହଣ କରିବା ରୂପେ ଗଣନା କ
ରିବ ।</p> | |
42 <p>2.3 ଆପଣ ସେବା ବ୍ୟବହାର କରିନପାରନ୍ତି ଏବଂ ସର୍ତ୍ତାବଳୀ ଗ୍ରହଣ କରିନପାରନ୍ତି ଯଦି (a) ଆପଣ
Google ସହ ଚୁକ୍ତିରେ ଅନୁବନ୍ଧିତ ହେବାକୁ ନିୟମ ଅନୁଯାୟୀ ଉପଯୁକ୍ତ ବୟସର ହୋଇନାହାଁନ୍ତି, କିମ
୍ବା (b) ଯୁକ୍ତରାଷ୍ଟ ଆମେରିକା କିମ୍ବା ଆପଣ ବାସିନ୍ଦା ହୋଇଥିବା କିମ୍ବା ସେବାଗୁଡିକର ବ୍ୟବହାର
କରୁଥିବା ଦେଶ ଅନ୍ତର୍ଭୂକ୍ତ କରି ଅନ୍ୟାନ୍ୟ ଦେଶର ନିୟମ ଅନୁଯାୟୀ ଏହି ସେବା ଗ୍ରହଣ କରିବାକୁ ଆ
ପଣ ଜଣେ ପ୍ରତିବନ୍ଧିତ ବ୍ୟକ୍ତି ଅଟନ୍ତି ।</p> | |
43 <p>2.4 ଆପଣ ଜାରି ରଖିବା ପୂର୍ବରୁ, ଆପଣଙ୍କ ରେକର୍ଡ ପାଇଁ ୟୁନିଭର୍ସାଲ ସର୍ତ୍ତାବଳୀର ଏକ ସ୍ଥା
ନୀୟ କପି ମୁଦ୍ରଣ କରି କିମ୍ବା ସଞ୍ଚୟ କରି ରଖିବା ଉଚିତ ।</p> | |
44 <p><b>3. ସର୍ତ୍ତାବଳୀର ଭାଷା</b></p> | |
45 <p>3.1 ଯେଉଁ ଠାରେ କି Google ଆପଣଙ୍କୁ ସର୍ତ୍ତାବଳୀର ଇଂରାଜୀ ଭାଷା ସଂସ୍କରଣର ଅନୁବାଦ ପ୍ରଦା
ନ କରିଛି, ତେବେ ଆପଣ ରାଜି ହୁଅନ୍ତି ଯେ ଅନୁବାଦଟି କେବଳ ଆପଣଙ୍କ ସୁବିଧା ପାଇଁ ପ୍ରଦାନ କରାଯାଇ
ଛି ଏବଂ ସର୍ତ୍ତାବଳୀର ଇଂରାଜୀ ଭାଷା ସଂସ୍କରଣ Google ସହ ଆପଣଙ୍କ ସମ୍ପର୍କ ପରିଚାଳନା କରିବ ।<
/p> | |
46 <p>3.2 ଯଦି ସର୍ତ୍ତାବଳୀର ଇଂରାଜୀ ଭାଷା ସଂସ୍କରଣ ପ୍ରକାଶ କରୁଥିବା ଅର୍ଥ ଏବଂ ଅନୁବାଦର ଅର୍ଥ
ମଧ୍ୟରେ କୌଣସି ଭିନ୍ନତା ରହିଥାଏ ସର୍ତ୍ତାବଳୀର ଇଂରାଜୀ ଭାଷା ସଂସ୍କରଣ ପ୍ରକାଶ କରୁଥିବା ଅର୍ଥକ
ୁ ପ୍ରାଥମିକତା ପ୍ରଦାନ କରାଯିବ ।</p> | |
47 <p><b>4. Google ଦ୍ଵାରା ସେବାର ଧାରା</b></p> | |
48 <p>4.1 ସାରା ବିଶ୍ଵରେ Googleର ସହାୟକ ତଥା ଅନୁବନ୍ଧିତ ଆଇନଗତ ବିଦ୍ୟମାନତା ରହିଛି (“ସହାୟକ ଏ
ବଂ ଅନୁବନ୍ଧନ”) । ବେଳେବେଳେ, ଏହି କମ୍ପାନୀଗୁଡିକ Google ତରଫରୁ ଆପଣଙ୍କୁ ସେବାଗୁଡିକ ପ୍ରଦାନ
କରିବେ । ଆପଣ ସମ୍ମତି ଦିଅନ୍ତି ତଥା ରାଜି ହୁଅନ୍ତି ଯେ ସହାୟକ ତଥା ଅନୁବନ୍ଧନକାରୀ ଆପଣଙ୍କୁ ସ
େବାଗୁଡିକ ପ୍ରଦାନ କରିବାକୁ ଅଧିକାର ପ୍ରାପ୍ତ ଅଟନ୍ତି । </p> | |
49 <p>4.2 Google ଏହାର ଉପଯୋଗକର୍ତ୍ତାଙ୍କୁ ଯଥା ସମ୍ଭବ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବାକୁ
ଲଗାତରଭାବେ ପ୍ରୟାସ ଜାରି ରଖିଛି । ଆପଣ ସ୍ଵୀକାର କରନ୍ତି ତଥା ରାଜି ହୁଅନ୍ତି ଯେ ସେବାର ଅବସ୍ଥ
ା ତଥା ଗୁଣ ଯାହା Google ପ୍ରଦାନ କରେ ଆପଣଙ୍କୁ ବିନା ପୂର୍ବ ନୋଟିସରେ ସମୟ ଅନୁସାରେ ତାହା ପରି
ବର୍ତ୍ତନ ହୋଇପାରେ ।</p> | |
50 <p>4.3 ଏହି ନୂତନତ୍ଵର ଲଗାତର ପ୍ରୟାସର ଏକ ଅଂଶ ଭାବରେ, ଆପଣ ସ୍ଵୀକାର କରନ୍ତି ତଥା ରାଜି ହୁଅନ
୍ତି ଯେ ସାଧାରଣତଃ Googleର ନିଜସ୍ଵ ସ୍ଵାଧୀନତାରେ ଆପଣଙ୍କୁ କିମ୍ବା ଉପଯୋଗକର୍ତ୍ତାଙ୍କୁ ବିନା
ପୂର୍ବ ନୋଟିସରେ Google ସେବାଗୁଡିକ (କିମ୍ବା ସେବା ମଧ୍ୟରେ କୌଣସି ବୈଶିଷ୍ଟ୍ୟ)ର ପ୍ରଦାନ (ସାର
୍ବକାଳୀନ ଭାବେ କିମ୍ବା ସାମୟିକଭାବେ) ସ୍ଥଗିତ କରିପାରେ । ଯେକୌଣସି ସମୟରେ ଆପଣ ସେବାଗୁଡିକର ବ୍
ୟବହାର କରିବା ସ୍ଥଗିତ କରିପାରନ୍ତି । ଯେତେବେଳେ ଆପଣ ସେବାଗୁଡିକ ବ୍ୟବହାର କରିବା ସ୍ଥଗିତ କରନ୍
ତି ଆପଣ ନିର୍ଦ୍ଦିଷ୍ଟ ଭାବରେ Googleକୁ ସୂଚନା ଦେବା ଆବଶ୍ୟକ କରନ୍ତି ନାହିଁ ।</p> | |
51 <p>4.4 ଆପଣ ସ୍ଵୀକାର କରନ୍ତି ତଥା ରାଜି ହୁଅନ୍ତି ଯେ ଯଦି Google ଆପଣଙ୍କ ଖାତା ପାଇଁ ପ୍ରବେଶ
ଅକ୍ଷମ କରେ, ଆପଣ ସେବାଗୁଡିକ, ଆପଣଙ୍କ ଖାତାର ବିବରଣୀ କିମ୍ବା ଅନ୍ୟାନ୍ୟ ସୂଚୀ ଯାହା ଆପଣଙ୍କ
ଖାତାରେ ରହିଥିଲା, ସେଗୁଡିକ ପ୍ରବେଶ କରିବାରେ ଆପଣ ପ୍ରତିରୋଧିତ ହୋଇପାରନ୍ତି ।</p> | |
52 <p>4.5 ଆପଣ ସ୍ଵୀକାର କରନ୍ତି ତଥା ରାଜି ହୁଅନ୍ତି ଯେ ସେବା ମାଧ୍ୟମରେ ଆପଣ ପ୍ରେରଣ କରିବା ତଥା
ଗ୍ରହଣ କରିବା ଟ୍ରାନ୍ସମିସନର ସର୍ବାଧିକ ସଂଖ୍ୟା ସୀମା କିମ୍ବା କୌଣସି ସେବାର ଧାରାରେ ବ୍ୟବହୃତ
ସ୍ପେସ୍ ଷ୍ଟୋରେଜର ପରିମାଣ ସମ୍ପ୍ରତି Google ସେଟ୍ କରି ନାହିଁ ଯାହାର ସର୍ବାଧିକ ସୀମା Googl
e ର ସାବଧାନତାରେ, Google ଦ୍ଵାରା ନିର୍ଦ୍ଧିଷ୍ଟ ହେବ ।</p> | |
53 <p><b>5. ଆପଣଙ୍କ ଦ୍ଵାରା ସେବାଗୁଡିକର ବ୍ୟବହାର</b></p> | |
54 <p>5.1 କେତେକ ନିର୍ଦ୍ଦିଷ୍ଟ ସେବାଗୁଡିକ ପ୍ରବେଶ କରିବାକୁ, ସେବାର ପଞ୍ଜିକରଣ ପ୍ରକ୍ରିୟାର ଏକ
ଅଂଶ ରୂପେ, କିମ୍ବା ସେବାଗୁଡିକର ଆପଣଙ୍କ ଲଗାତର ବ୍ୟବହାରର ଏକ ଅଂଶରୂପେ ଆପଣ ନିଜ ବିଷୟରେ (ଯେପ
ରିକି ପରିଚୟ କିମ୍ବା ସମ୍ପର୍କ ବିବରଣୀ) ସୂଚନା ପ୍ରଦାନ କରିବା ଆବଶ୍ୟକ କରିପାରନ୍ତି । ଆପଣ ରାଜ
ି ହୁଅନ୍ତି ଯେ କୌଣସି ପଞ୍ଜିକରଣ ସୂଚନା ଯାହା ଆପଣ Googleକୁ ଦିଅନ୍ତି ତାହା ସର୍ବଦା ଯଥାର୍ଥ,
ସଠିକ ଏବଂ ଅଦ୍ୟତନ ହୋଇଥିବ ।</p> | |
55 <p>5.2 ଆପଣ ଏହାଙ୍କ ଦ୍ଵାରା ଅନୁମୋଦିତ ଉଦ୍ଦେଶ୍ୟରେ କେବଳ ସେବାର ବ୍ୟବହାର କରିବାକୁ ରାଜି ହୁଅ
ନ୍ତି (a) ସର୍ତ୍ତାବଳୀ ଏବଂ (b) ଯେକୌଣସି ପ୍ରୟୋଗ ଯୋଗ୍ୟ ନିୟମ, ସାଧାରଣ ଭାବେ ଗୃହୀତ ପଦ୍ଧତି
କିମ୍ବା ସମ୍ବନ୍ଧୀୟ ବଚାରଲୟରେ ନିର୍ଦ୍ଦେଶନାମା (ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା ଅନ୍ୟାନ୍ୟ ଜଡ
ିତ ଦେଶଗୁଡିକରୁ କିମ୍ବା ଦେଶକୁ ହେଉଥିବା) । </p> | |
56 <p>5.3 Google ଦ୍ଵାରା ପ୍ରଦତ୍ତ ଇଣ୍ଟର୍ଫେସ୍ ବ୍ୟତୀତ କୌଣସି ସେବାଗୁଡିକର ଯେକୌଣସି ଅର୍ଥରେ ପ
୍ରବେଶ (କିମ୍ବା ପ୍ରବେଶ କରିବାକୁ ଉଦ୍ୟମ) ନକରିବାକୁ ଆପଣ ରାଜି ହୁଅନ୍ତି, ଯେପର୍ଯ୍ୟନ୍ତ Googl
e ସହ ଏକ ପୃଥକ ଚୁକ୍ତିରେ ଆପଣ ଏପରି କରିବାକୁ ସ୍ଵତନ୍ତ୍ର ଭାବରେ ଅନୁମତିପ୍ରାପ୍ତ ନହୋଇଛନ୍ତି ।
ଆପଣ ଯେକୌଣସି ସେବା କୌଣସି ସ୍ଵତଃଚାଳିତ ଅର୍ଥ ମାଧ୍ୟମରେ ( ସ୍କ୍ରିପ୍ଟ କିମ୍ବା ୱେବ୍ କ୍ରୱଲ୍
ର ବ୍ୟବହାର ଅନ୍ତର୍ଭୂକ୍ତ କରି) ପ୍ରବେଶ (କିମ୍ବା ପ୍ରବେଶ କରିବାକୁ ଉଦ୍ୟମ) ନକରିବାକୁ ସ୍ଵତନ୍ତ
୍ର ଭାବରେ ରାଜି ହୁଅନ୍ତି ଏବଂ ନିଶ୍ଚିତ କରନ୍ତି ଯେ ସେବାଗୁଡିକରେ ଥିବା ଯେକୌଣସି robots.txt
ଫାଇଲଗୁଡିକର ନିର୍ଦ୍ଦେଶନାମାରେ ଅନୁବନ୍ଧିତ ଅଟନ୍ତି ।</p> | |
57 <p>5.4 ଆପଣ ରାଜି ହୁଅନ୍ତି ଯେ ସେବାଟିରେ (କିମ୍ବା ସେବାଗୁଡିକରେ ସଂଯୋଜିତ ଥିବା ସର୍ଭର ଏବଂ ନ
େଟୱାର୍କ) ବାଧା ପହଞ୍ଚାଇବା ପରି କିମ୍ବା ଏହାକୁ ବିଶୃଙ୍ଖଳା କରିବା ପରି କାର୍ଯ୍ୟକଳାପରେ ଜଡିତ
ହେବେ ନାହିଁ ।</p> | |
58 <p>5.5 ଯଦି ଆପଣ Google ସହ ଏକ ପୃଥକ ଚୁକ୍ତିନାମାରେ ସ୍ଵତନ୍ତ୍ର ଭାବେ ଏହି ପରି କରିବାକୁ ଅନୁ
ମତି ପ୍ରାପ୍ତ ହୋଇଛନ୍ତି, ଆପଣ ରାଜି ହୁଅନ୍ତି ଯେ ଯେକୌଣସି ଉଦ୍ଦେଶ୍ୟରେ ଆପଣ ସେବାଟିର ପୁନଃ ଉତ
୍ପାଦନ, ନକଲକରଣ, ନକଲ, ବିକ୍ରୟ, ବ୍ୟବସାୟୀକରଣ କିମ୍ବା ପୁନଃବିକ୍ରୟ କରିବେ ନାହିଁ ।</p> | |
59 <p>5.6 ଆପଣ ରାଜି ହୁଅନ୍ତି ଯେ ଏହି ସର୍ତ୍ତାବଳୀ ଅଧୀନରେ ଆପଣଙ୍କ ଚୁକ୍ତିବଦ୍ଧତାର କୌଣସି ପ୍ରକ
ାର ଖଣ୍ଡନ (ଏବଂ ଆପଣଙ୍କ ପାଇଁ ତଥା କୌଣସି ତୃତୀୟ ପକ୍ଷ ପାଇଁ Googleର କୌଣସି ଉତ୍ତରଦାୟୀତ୍ଵ ନ
ାହିଁ ) ତଥା ଯେକୌଣସି ଖଣ୍ଡନ ପାଇଁ ଏହାର ଫଳାଫଳ (ଯାହା ଦ୍ଵାରା Google କୌଣସି କ୍ଷତି କିମ୍ବା
ହାନୀ ଭୋଗିପାରେ) ପାଇଁ ଆପଣ ନିଜେ ଦାୟୀ ଅଟନ୍ତି ।</p> | |
60 <p><b>6. ଆପଣଙ୍କ ପାସୱାର୍ଡ ଏବଂ ଖାତା ସୁରକ୍ଷା</b></p> | |
61 <p>6.1 ଆପଣ ରାଜି ହୁଅନ୍ତି ଏବଂ ବୁଝନ୍ତି ଯେ ସେବାରେ ପ୍ରବେଶ କରିବାକୁ ଆପଣ ବ୍ୟବହାର କରୁଥିବା
ଯେକୌଣସି ଖାତା ସହ ଜଡିତ ପାସୱାର୍ଡର ଗୋପନୀୟତା ଅନୁରକ୍ଷଣ କରିବା ଦାୟୀତ୍ଵ ଆପଣଙ୍କର ଅଟେ ।</p
> | |
62 <p>6.2 ତଦଅନୁଯାୟୀ, ଆପଣ ରାଜି ହୁଅନ୍ତି ଯେ ଆପଣଙ୍କ ଖାତା ଅଧୀନରେ ଘଟିଥିବା ସମସ୍ତ କାର୍ଯ୍ୟକଳ
ାପ ପାଇଁ Google ନିକଟରେ ଆପଣ ନିଜେ ଦାୟୀ ଅଟନ୍ତି ।</p> | |
63 <p>6.3 ଆପଣଙ୍କ ପାସୱାର୍ଡ କିମ୍ବା ଖାତାର ଅସ୍ଵୀକୃତପ୍ରାପ୍ତ ବ୍ୟବହାର ଯଦି ଆପଣ ଜାଣିବାକୁ ପାଆ
ନ୍ତି, ଆପଣ ତୁରନ୍ତ <a href="http://www.google.com/support/accounts/bin/answer.py?a
nswer=48601">http://www.google.com/support/accounts/bin/answer.py?answer=48601</
a>ରେ Googleକୁ ଜଣାଇବାକୁ ରାଜି ହୁଅନ୍ତି ।</p> | |
64 <p><b>7. ଗୋପନୀୟତା ଏବଂ ଆପଣଙ୍କ ବ୍ୟକ୍ତିଗତ ସୂଚନା</b></p> | |
65 <p>7.1 Googleର ଡାଟା ସୁରକ୍ଷା ପଦ୍ଧତି ବିଷୟରେ ସୂଚନା ପାଇଁ, ଦୟାକରି Googleର ଗୋପନୀୟତା
ନୀତି <a href="http://www.google.com/privacy.html">http://www.google.com/privacy.
html</a> ରେ ପଢନ୍ତୁ । ଆପଣଙ୍କ ବ୍ୟକ୍ତିଗତ ସୂଚନା Google କିପରି ବ୍ୟବହାର କରେ ଏବଂ ସେବାଗୁଡ
ିକ ବ୍ୟବହାର କରିବା ବେଳେ ଆପଣଙ୍କ ଗୋପନୀୟତା କିପରି ସୁରକ୍ଷା କରେ, ତାହା ଏହି ନୀତି ବ୍ୟାଖ୍ୟା
କରେ ।</p> | |
66 <p>7.2 Googleର ଗୋପନୀୟତା ନୀତି ଅନୁଯାୟୀ ଆପଣଙ୍କ ଡାଟା ବ୍ୟବହାର କରିବାକୁ ଆପଣ ରାଜି ହୁଅନ୍ତ
ି ।</p> | |
67 <p><b>8. ସେବାଗୁଡିକରେ ବିଷୟବସ୍ତୁ</b></p> | |
68 <p>8.1 ଆପଣ ବୁଝନ୍ତି ଯେ ସମସ୍ତ ସୂଚନା (ଯେପରିକି ଡାଟା ଫାଇଲ୍, ଲିଖିତ ପାଠ, କମ୍ପ୍ୟୁଟର ସଫ୍ଟ
ୱେୟାର, ସଙ୍ଗୀତ, ଅଡିଓ ଫାଇଲଗୁଡିକ କିମ୍ବା ଅନ୍ୟାନ୍ୟ ପ୍ରତିଛବିଗୁଡିକ) ଯାହା ଆପଣ ସେବାର ବ୍ୟବ
ହାରର ଏକ ଅଂଶ କିମ୍ବା ମାଧ୍ୟମଭାବରେ ପ୍ରବେଶ କରିଥିଲେ ତାହା ପାଇଁ ବ୍ୟକ୍ତି ଜଣକଙ୍କ ନିଜସ୍ଵ ଦା
ୟୀତ୍ଵ ଅଟେ ଯେଉଁ ଠାରୁ ଉକ୍ତ ବିଷୟବସ୍ତୁଗୁଡିକ ସୃଷ୍ଟି ହୋଇଥିଲା । ଏହି ପରି ସମସ୍ତ ସୂଚନା ନିମ
୍ନରେ “ବିଷୟବସ୍ତୁ rdquo; ରୂପେ ଦର୍ଶିତ</p> | |
69 <p>8.2 ଆପଣ ଜାଣିବା ଉଚିତ ଯେ ଆପଣଙ୍କୁ ଦିଆ ଯାଇଥିବା ସୂଚୀ ସେବାର ଏକ ଅଂଶ ଭାବରେ ପ୍ରଦାନ କରା
ଯାଇଛି ଯାହା ସେବାଟିରେ ବିଜ୍ଞାପନ ଅନ୍ତର୍ଭୂକ୍ତ କରେ କିନ୍ତୁ ସୀମିତ ନୁହେଁ ଏବଂ ସେବା ମଧ୍ୟରେ
ଥିବା ପ୍ରାୟୋଜକଙ୍କ ସୂଚୀ ବୌଦ୍ଧିକ ଗୁଣଧର୍ମ ଅଧିକାର ଅନୁଯାୟୀ ସୁରକ୍ଷିତ ରହିପାରେ ଯାହା ପ୍ରାୟ
ୋଜକ କିମ୍ବା ବିଜ୍ଞାପନ ଦାତାଙ୍କ ଵାରା (କିମ୍ବା ଅନ୍ୟାନ୍ୟ ବ୍ୟକ୍ତି ବା କମ୍ପାନୀ କିମ୍ବା ସେମା
ନଙ୍କ ତରଫରୁ) ପ୍ରଦାନ କରାଯାଇଛି ଯେଉଁମାନେ Googleକୁ ସେହି ସୂଚୀ ପ୍ରଦାନ କରିଛନ୍ତି । ଏହି ସୋ
ଚୀ ଆଧାରିତ କରି ଆପଣ ଭଡା, ଲିଜ, ଋଣ, ବିକ୍ରୟ, ବଣ୍ଟନ କିମ୍ବା ସମପ୍ରକାର କାର୍ଯ୍ୟ କରିପାରିବେ
ନାହିଁ ଯେପର୍ଯ୍ୟନ୍ତ ଆପଣଙ୍କୁ ତାହା Google ଦ୍ଵାରା କିବା ସେହି ସୂଚୀର ମାଲିକଙ୍କ ଦ୍ଵାରା ଏକ
ପୃଥକ ଚୁକ୍ତିନାମାରେ କରିବାକୁ କୁହାଯାଇ ନାହିଁ ।</p> | |
70 <p>8.3 ଯେକୌଣସି ସେବାରୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବିଷୟବସ୍ତୁ ପୂର୍ବ-ସ୍କ୍ରୀନ୍, ପୂର୍ବାବଲ
ୋକନ, ଫ୍ଲାଗ୍, ଫିଲ୍ଟର, ରୂପାନ୍ତରଣ, ମନା କରିବା କିମ୍ବା ଅପସାରଣ କରିବାର ଅଧିକାର (କିନ୍ତୁ ଆଇ
ନଗତ ବାଧ୍ୟତା ନାହିଁ) Google ସଂରକ୍ଷଣ ରଖେ । କିଛି ସେବାଗୁଡିକ ପାଇଁ, ସ୍ଵତନ୍ତ୍ର ଯୌନ ସମ୍ବନ
୍ଧୀୟ ବିଷୟବସ୍ତୁ ଫିଲ୍ଟର୍ କରିବାକୁ Google ଉପକରଣମାନ ପ୍ରଦାନ କରିପାରେ । ଏହି ଉପକରଣଗୁଡିକ S
afeSearch ଅଗ୍ରାଧିକାର ସେଟିଂସମୂହ ଅନ୍ତର୍ଭୁକ୍ତ କରେ (ଦେଖନ୍ତୁ <a href="http://www.goog
le.com/help/customize.html#safe">http://www.google.com/help/customize.html#safe<
/a>) । ଏଥିସହ, ଆପଣ ପାଉଥିବା ଆପତ୍ତି ଜନକ ଦ୍ରବ୍ୟକୁ ପ୍ରବେଶ ସୀମିତ କରିବାକୁ ବ୍ୟବସାୟୀ ରୂ
ପରେ ସେବା ଏବଂ ସଫ୍ଟୱେୟାର ଉପଲବ୍ଧ ଅଛି ।</p> | |
71 <p>8.4 ଆପଣ ବୁଝନ୍ତି ଯେ ସେବାର ବ୍ୟବହାର କରିବା ଦ୍ଵାରା ଆପଣ ଏପରି ସୂଚୀକୁ ଉନ୍ମୁକ୍ତ ହୋଇପାର
ନ୍ତି ଯାହା ଅପମାନଜନକ, ଅଶ୍ଳୀଳ, କିମ୍ବା ଆପତ୍ତିଜନକ ଅଟେ ଏବଂ ସେହି ଅନୁସାରେ ଆପଣ ନିଜ ରିସ୍କର
େ ସେବାଟିର ବ୍ୟବହାର କରିବେ ।</p> | |
72 <p>8.5 ଆପଣ ରାଜି ହୁଅନ୍ତି ଯେ ଆପଣ ସେବାଟିର ବ୍ୟବହାର ବେଳେ ସୃଷ୍ଟି, ଟ୍ରାନ୍ସମିଟ୍ କିମ୍ବା ପ
୍ରଦର୍ଶନ କରିଥିବା ଯେକୌଣସି ବିଷୟବସ୍ତୁ (ଏବଂ ଆପଣଙ୍କ ପାଇଁ ତଥା କୌଣସି ତୃତୀୟ ପକ୍ଷ ପାଇଁ Goo
gleର କୌଣସି ଉତ୍ତରଦାୟିତ୍ଵ ନାହିଁ) ତଥା ଏପରି କରିବା ଦ୍ଵାରା ଆପଣଙ୍କ କ୍ରିୟାର ଫଳାଫଳ (ଯାହା
ଦ୍ଵାରା Google କୌଣସି କ୍ଷତି କିମ୍ବା ହାନୀ ଭୋଗିପାରେ) ପାଇଁ ଆପଣ ନିଜେ ଦାୟୀ ଅଟନ୍ତି ।</p> | |
73 <p><b>9. ସତ୍ଵାଧିକାର ଅଧିକାର</b></p> | |
74 <p>9.1 ଆପଣ ସମ୍ମତି ଦିଅନ୍ତି ତଥା ରାଜି ହୁଅନ୍ତି ଯେ Google (କିମ୍ବା Googleର ଲାଇସେନ୍ସ ଧା
ରକ) ଯେକୌଣସି ବୌଦ୍ଧିକ ଗୁଣଧର୍ମ ଅଧିକାର ଅନ୍ତର୍ଭୂକ୍ତ କରି ସେବାଟିରେ ଥିବା ତଥା ସେବାଟି ପାଇଁ
ଥିବା ସମସ୍ତ ନିୟାମକ ଅଧିକାର, ସତ୍ତ୍ବାଧିକାର ଏବଂ ସୁବିଧାର ଯାହା ସେବାଟିରେ ଉଜ୍ଜୀବିତ ରହିଥା
ଏ (ଯଦିଓ ସେହି ଅଧିକାରଗୁଡିକ ପଞ୍ଜିକୃତ ହୋଇପାରେ କିମ୍ବା ନପାରେ ଏବଂ ବିଶ୍ଵର ଯେକୌଣସିଠାରେ ସେ
ହି ଅଧିକାର ଗୁଡିକ ବିଦ୍ୟମାନ ରହିପାରେ) ମାଲିକ ଅଟନ୍ତି । ଏଥି ସହ ଆପଣ ରାଜି ହୁଅନ୍ତି ଯେ ସେବା
ଗୁଡିକ ସୂଚନା ଧାରଣ କରିପାରେ ଯାହା Google ଦ୍ଵାରା ଗୋପନୀୟ ଘୋଷଣା କରାଯାଇଛି ଏବଂ ଯାହା Googl
eର ଲିଖିତ ଅନୁମତି ବିନା ଘୋଷଣା କରାଯାଇ ପାରେ ନାହିଁ ।</p> | |
75 <p>9.2 ଯେପର୍ଯ୍ୟନ୍ତ ଆପଣ Google ସହ ଲିଖିତ ଆକାରରେ ରାଜି ହୋଇନାହାନ୍ତି, ସର୍ତ୍ତାବଳୀରେ ଥିବ
ା କୌଣସିଟି ମଧ୍ୟ ଆପଣଙ୍କୁ Googleର ଟ୍ରେଡ୍ ନାମ, ଟ୍ରେଡଚିହ୍ନ, ସେବା ଚିହ୍ନ, ଲୋଗୋ, ଡୋମେନ୍
ନାମ ଏବଂ ଅନ୍ୟାନ୍ୟସ୍ଵତନ୍ତ୍ର ବ୍ରାଣ୍ଡ ବୈଶିଷ୍ଟ୍ୟ ବ୍ୟବହାର କରିବାର ଅଧିକାର ପ୍ରଦାନ କରନ୍ତି
ନାହିଁ ।</p> | |
76 <p>9.3 ଯଦି ଆପଣଙ୍କୁ Google ସହ ଏକ ପୃଥକ ଲିଖିତ ଚୁକ୍ତିନାମାରେ ଏହି ବ୍ରାଣ୍ଡଗୁଡିକର ବ୍ୟବହା
ର କରିବାକୁ ଏକ ସ୍ଵତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି, ତେବେ ଆପଣ ରାଜି ହୁଅନ୍ତି ଯେ ଉକ୍ତ ବୈଶ
ିଷ୍ଟ୍ୟଗୁଡିକୁ ନେଇ ଆପଣଙ୍କ ବ୍ୟବହାର ସେହି ଚୁକ୍ତିନାମା, ଯେକୌଣସି ପ୍ରୟୋଗ ଯୋଗ୍ୟ ସର୍ତ୍ତାବଳୀ
ର ଧାରା ଏବଂ ସମୟ ଅନୁସାରେ ଅଦ୍ୟତିତ ହେଉଥିବା Googleର ବ୍ରାଣ୍ଡ ବୈଶିଷ୍ଟ୍ୟ ବ୍ୟବହାରିକ ନିର୍ଦ
୍ଦେଶନାମା ଅନୁସାରେ ହେବ । ଏହି ନିର୍ଦ୍ଦେଶାନାମାଗୁଡିକ ଅନଲାଇନରେ <a href="http://www.goo
gle.com/permissions/guidelines.html">http://www.google.com/permissions/guideline
s.html</a> (କିମ୍ବା ସମୟାନୁସାରେ Google ଦ୍ଵାରା ଏହି ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଅନ୍
ୟାନ୍ୟ URL) ରେ ଦର୍ଶିତ ହୋଇପାରିବ ।</p> | |
77 <p>9.4 ଧାରା 11ରେ ଦିଆଯାଇଥିବା ସୀମିତ ଲାଇସେନ୍ସ ବ୍ୟତୀତ Google ସ୍ଵୀକାର କରେ ତଥା ରାଜି ହୁ
ଏ ଯେ ଏହି ସର୍ତ୍ତାବଳୀ ଅଧୀନରେ ସେବାଗୁଡିକ ମାଧ୍ୟମରେ ଯେକୌଣସି ବୌଦ୍ଧିକ ଗୁଣଧର୍ମ ଅଧିକାର ଅନ୍
ତର୍ଭୂକ୍ତ କରି ଯାହା ଯାହା ସେବାଟିରେ ଉଜ୍ଜୀବିତ ରହିଥାଏ (ଯଦିଓ ସେହି ଅଧିକାରଗୁଡିକ ପଞ୍ଜିକୃତ
ହୋଇପାରେ କିମ୍ବା ନପାରେ ଏବଂ ବିଶ୍ଵର ଯେକୌଣସି ଠାରେ ସେହି ଅଧିକାର ଗୁଡିକ ବିଦ୍ୟମାନ ରହିପାରେ)
ଆପଣ କରିଥିବା ବିଷୟବସ୍ତୁର ଉପସ୍ଥାପନା, ପୋଷ୍ଟ, ଟ୍ରାନ୍ସମିଟ୍ କିମ୍ବା ପ୍ରଦର୍ଶନରେ ଆପଣଙ୍କ (
କିମ୍ବା ଆପଣଙ୍କ ଲାଇସେନ୍ସ ଧାରକଙ୍କ) ଠାରେ କୌଣସି ଅଧିକାର, ସତ୍ତ୍ବାଧିକାର କିମ୍ବା ସୁବିଧା ରଖ
େ ନାହିଁ । ଯଦିଓ ଆପଣ ଲିଖିତ ବ୍ୟତିତ Google ସହ ରାଜି ହୋଇଛନ୍ତି, ଆପଣ ରାଜି ହୁଅନ୍ତି ଯେ ସେହ
ି ଅଧିକାରଗୁଡିକର ସୁରକ୍ଷା ତଥା ଚାଳନା କରିବା ଦାୟୀତ୍ଵ ଆପଣଙ୍କର ଅଟେ ଏବଂ ଆପଣଙ୍କ ପାଇଁ ଏହା କ
ରିବାକୁ Googleର କୌଣସି ଆପତ୍ତି ନାହିଁ ।</p> | |
78 <p>9.5 ଆପଣ ରାଜି ହୁଅନ୍ତି ଯେ ଆପଣ କୌଣସି ସତ୍ଵଧୀକାର ଅଧିକାର ନୋଟିସ୍(କପିରାଇଟ୍ଏବଂ ଟ୍ରେଡମା
ର୍କ ନୋଟିସ୍ ଅନ୍ତର୍ଭୂକ୍ତ କରି) ଅପସାରଣ, ଉପେକ୍ଷିତ କିମ୍ବା ପରିବର୍ତ୍ତନ କରିବେ ନାହିଁ ଯାହା
ସେବାଗୁଡିକ ମଧ୍ୟରେ ଧାର୍ଯ୍ୟ କିମ୍ବା ଅନ୍ତର୍ଭୂକ୍ତ ହୋଇଥାଇ ପାରେ ।</p> | |
79 <p>9.6 ଯେପର୍ଯ୍ୟନ୍ତ ଆପଣ Google ଦ୍ଵାରା ଲିଖିତ ଆକାରରେ ଏପରି କରିବାକୁ ସତନ୍ତ୍ରଭାବରେ ଅନୁମ
ୋଦିତ ନହୋଇଛନ୍ତି, ଆପଣ ରାଜି ହୁଅନ୍ତି ଯେ ସେବାଗୁଡିକର ବ୍ୟବହାରରେ, ସମସ୍ତ ପ୍ରକାରର କିମ୍ବା ଉ
କ୍ତ ଚିହ୍ନ, ନାମ, କିମ୍ବା ଲୋଗୋର ମାଲିକାନାତ୍ଵ କିମ୍ବା ସ୍ଵୀକୃତ ପ୍ରାପ୍ତ ଉପଯୋଗକର୍ତ୍ତାଙ୍କୁ
ନେଇ ଇଚ୍ଛାକୃତ ଭାବେ ଦ୍ଵନ୍ଦ ସୃଷ୍ଟି କରିବାକୁ ଆପଣ କୌଣସି କମ୍ପାନୀ କିମ୍ବା ସଂଗଠନର ଟ୍ରେଡମା
ର୍କ, ସେବା ଚିହ୍ନ, ଟ୍ରେଡନାମ, ଲୋଗୋ ବ୍ୟବହାର କରିବେ ନାହିଁ ।</p> | |
80 <p><b>10. Google ତରଫରୁ ଲାଇସେନ୍ସ</b></p> | |
81 <p>10.1 Google ଦ୍ଵାରା ପ୍ରଦାନ କରାଯାଇଥିବା ସଫ୍ଟୱେୟାରର (ନିମ୍ନୋକ୍ତ “ସଫ୍ଟୱେୟାର&r
dquo; ରେଫର୍ କରି) Google ସେବାର ଏକ ଅଂଶ ଭାବରେ ବ୍ୟବହାର କରିବାକୁ Google ଆପଣଙ୍କୁ ଏକ ବ୍ୟ
କ୍ତିଗତ, ବିଶ୍ଵବ୍ୟାପ୍ତି, ରୟାଲିଟି-ମୁକ୍ତ, ଅଣ ନ୍ୟସ୍ତ ଜନିତ ଓ ଅଣ-ସ୍ଵତନ୍ତ୍ର ଲାଇସେନ୍ସ ପ୍ର
ଦାନ କରେ । ଏହି ଲାଇସେନ୍ସ Google ଦ୍ଵାରା ପ୍ରଦାନ କରାଯାଇଥିବା ସେବାକୁ ଉପଭୋଗ କରିବା ତଥା ଲା
ଭ ଉଠାଇବାରେ ଆପଣଙ୍କୁ ସକ୍ଷମ କରିବାର ଉଦ୍ଦେଶ୍ୟରେ ଆପଣଙ୍କୁ ପ୍ରଦାନ କରାଯାଇଛି, ଯାହା ସର୍ତ୍ତ
ଅନୁଯାୟୀ ଅନୁବନ୍ଧିତ ।</p> | |
82 <p>10.2 ଆପଣ କପି, ରୂପାନ୍ତର, ସମାନ ପ୍ରକାର କାମର ସୃଷ୍ଟି, ବିପରୀତ ଇଞ୍ଜିନିଅର, ଅନିଷ୍ଟ ବା
ଏହାର ମୂଳ କୋଡକୁ ବା ଏହାର କୌଣସି ଅଂଶ ବାହର କରିବାକୁ ଉଦ୍ୟମ କରି ନପାରନ୍ତି (ଏବଂ ଆପଣ ଆଉ କାହ
ାକୁ ମଧ୍ୟ ଅନୁମତି ପ୍ରଦାନ କରିପାରିବେନି), ଯଦି ଏପରି କରନ୍ତି ଏହା ନିୟମ ଅନୁସାରେ ଅନୁମତି ପ୍ର
ାପ୍ତ ହୋଇଥିବା ଆବଶ୍ୟକ, କିମ୍ବା ଆପଣଙ୍କୁ Google ଦ୍ଵାରା ଲିଖନ ଆକାରରେ ଏହା କରାଯିବାକୁ କୁହା
ଯାଇଥିବା ଆବଶ୍ୟକ ।</p> | |
83 <p>10.3 ଯେପର୍ଯ୍ୟନ୍ତ Google ଆପଣଙ୍କୁ ଏହା କରିବାକୁ ନିର୍ଦ୍ଧିଷ୍ଟଭାବରେ ଲିଖିତ ଅନୁମତି ନଦେ
ଇଛନ୍ତି, ଆପଣଙ୍କ ଅଧିକାରକୁ ସଫ୍ଟୱେୟାରଟି ବ୍ୟବହାର କରିବାକୁ, ନ୍ୟସ୍ତ, (କିମ୍ବା ଉପ-ଲାଇସେନ୍ସ
ମଞ୍ଜୁର) କରିବାର ଅଧିକାର, ସଫ୍ଟୱେୟାରର ବ୍ୟବହାର ନେଇ ଆପଣଙ୍କ ଅଧିକାରରେ ଏକ ସୁରକ୍ଷା ଭାର ମଞ
୍ଜୁର ବା କୌଣସି ତୃତୀୟ ପକ୍ଷଙ୍କୁ ଆପଣ ସଫ୍ଟୱେୟାର ର ବ୍ୟବହାର ପାଇଁ ଅଧିକାର ସ୍ଥାନାନ୍ତର କରିବ
ାର ଅଧିକାର ଆପଣଙ୍କୁ ପ୍ରଦାନ କରାଯାଇ ପାରିବ ନାହିଁ ।</p> | |
84 <p><b>11. ଆପଣଙ୍କ ତରଫରୁ ସୂଚୀ ଲାଇସେନ୍ସ</b></p> | |
85 <p>11.1 ଆପଣ ଉପସ୍ଥାପିତ କରିଥିବା ବିଷୟବସ୍ତୁରେ ଆପଣ କପିରାଇଟ୍ ସଞ୍ଚିତ କରି ରଖିଛନ୍ତି ଏବଂ ଯ
େକୌଣସି ଅନ୍ୟ ଅଧିକାରଗୁଡିକ ଯାହାକୁ ଆପଣ ପୂର୍ବରୁ ଧରି ରଖିଛନ୍ତି, ପୋଷ୍ଟ କିମ୍ଵା ପ୍ରଦର୍ଶନ ଅ
ନ୍ କିମ୍ଵା ବାହାର କରିଦିଅନ୍ତୁ, ସେବା । <p> | |
86 <b>12. ସଫ୍ଟୱେୟାର୍ ଅଦ୍ୟତନଗୁଡିକ</b></p> | |
87 <p>12.1 ଆପଣ ଯେଉଁ ସଫ୍ଟୱେୟାରଟି ବ୍ୟବହାର କରନ୍ତି ତାହା Google ରୁ ସମୟ ସମୟରେ ସ୍ଵତଃସ୍ପୃତଭ
ାବେ ଅଦ୍ୟତନ ଗୁଡିକୁ ଡାଉନଲୋଡ ଓ ସଂସ୍ଥାପନ କରିପାରେ । ଏହି ଅଦ୍ୟତନ ଗୁଡିକ ସେବାର ଉନ୍ନତ, ସଂପ
୍ରସାରଣ, ତଥା ପୁନର୍ବିକାଶ ସକାଶେ ଡିଜାଇନ୍ ଅଟେ ତଥା ବଗ୍ ସ୍ଥିରତା, ସମ୍ପ୍ରସାରିତ ପ୍ରକାର୍ଯ୍ୟ
, ନୂତନ ସଫ୍ଟୱେୟାର୍ ମଡ୍ୟୁଲଗୁଡିକୁ ଓ ସଂପୂର୍ଣ୍ଣ ରୂପେ ନୂତନ ସଂସ୍କରଣର ରୂପ ଗ୍ରହଣ କରିପାରେ
। ଆପଣ ଉକ୍ତ ଅଦ୍ୟତନଗୁଡିକୁ (ତଥା ଏହି ଗୁଡିକୁ ଆପଣଙ୍କୁ ଯୋଗାଇବା ନିମନ୍ତେ Google କୁ ଅନୁମତି
ଦେବା) ଆପଣଙ୍କର ସେବାର ଏକ ଅଂଶ ରୂପେ ଉପଯୋଗ କରିବା ସକାଶେ ଆପଣ ସ୍ଵୀକାର କରନ୍ତି ।</p> | |
88 <p><b>13. Google ସହିତ ଆପଣଙ୍କର ସମ୍ପର୍କର ସମାପନ</b></p> | |
89 <p>13.1 ନିମ୍ନରେ ସେଟ୍ ହୋଇଥିବା ପରି ଆପଣଙ୍କ ଦ୍ଵାରା କିମ୍ବା Google ଦ୍ଵାରା ସମାପ୍ତି ନ ହେ
ବା ପର୍ଯ୍ୟନ୍ତ ସର୍ତ୍ତଗୁଡିକର ପ୍ରୟୋଗ ଅବ୍ୟାହତ ରହିବ ।</p> | |
90 <p>13.2 ଯଦି ଆପଣ Google ସହ ଆପଣଙ୍କ ଆଇନଗତ ଚୁକ୍ତିନାମା ବରଖାସ୍ତ କରିବାକୁ ଚାହାଁନ୍ତି, ଆପଣ
ଏହି ପରି କରିପାରିବେ (a) ଆପଣ ଯେକୌଣସି ସମୟରେ Googleକୁ ସୂଚୀତ କରି (b) ଆପଣ ବ୍ୟବହାର କରୁଥ
ିବା ସମସ୍ତ ସେବାଗୁଡିକ ଆପଣଙ୍କ ଖାତାରୁ ବନ୍ଦ କରି ଯଦି Google ଆପଣଙ୍କ ପାଇଁ ଏହି ବିକଳ୍ପ ଉପଲ
ବ୍ଧ କରିଛନ୍ତି । ଆପଣଙ୍କ ନୋଟିସ ଲିଖିତ ଆକାରରେ, Google’s ଠିକଣାକୁ ପଠାଇବା ଆବଶ୍ୟକ ଯ
ାହା ଏହି ଚୁକ୍ତିନାମାର ପ୍ରାରମ୍ଭରେ ସେଟ୍ ହୋଇଛି ।</p> | |
91 <p>13.3 ଯେକୌଣସି ସମୟରେ Google, ଆପଣଙ୍କ ସହିତ ଏହାର ଆଇନ ସଙ୍ଗତ ଚୁକ୍ତିନାମା ସମାପ୍ତ କରିପା
ରେ ଯଦି:</p> | |
92 <p>(A) ଆପଣଙ୍କ ସର୍ତ୍ତାବଳୀର କୌଣସି ଧାରାକୁ ଖଣ୍ଡନ କରିଛନ୍ତି (କିମ୍ବା ଆଚରଣରେ ଅଭିନୀତ ଯେଉଁ
ଟି ପୂର୍ଣ୍ଣ ରୂପେ ଏହା ପ୍ରକାଶ କରିଥାଏ ଯେ, ଆପଣ ଏଥି ସକାଶେ ଅନିଚ୍ଛୁକ, କିମ୍ବା ସର୍ତ୍ତାବଳୀର
ଧାରାକୁ ପାଳନ କରିବାରେ ଅକ୍ଷମ); କିମ୍ବା</p> | |
93 <p>(B) Google ଆଇନ ଅନୁସାରେ କରିବାକୁ ଆବଶ୍ୟକ କରିଥାଏ (ଉଦାହରଣ ସ୍ଵରୂପ, ଯେଉଁଠି ଆପଣଙ୍କୁ ସ
େବାର ଧାରା ଲାଗୁ ଅଟେ କିମ୍ବା ନିୟମ ବିରୁଦ୍ଧ ହୋଇଥାଏ); କିମ୍ବା</p> | |
94 <p>(C) ସେହି ଅଂଶୀଦାର ଯାହା ସହ Google ଆପଣଙ୍କୁ ସେବା ପ୍ରଦାନ କରିଥାଏ ତାଙ୍କ ସମ୍ପର୍କ Goog
le ସହିତ ସମାପ୍ତି କରିଦେଇଥାନ୍ତି କିମ୍ବା ଆପଣଙ୍କୁ ସେବା ପ୍ରଦାନ କରିବା ସ୍ଥଗିତ କରିଥାନ୍ତି;
କିମ୍ବା</p> | |
95 <p>(D) ଆପଣଙ୍କ ବାସିନ୍ଦା ଅଞ୍ଚଳରେ କିମ୍ବା ଯେଉଁଠାରୁ ଆପଣ ସେବାଟିର ବ୍ୟବହାର କରୁଛନ୍ତି ଉକ୍ତ
ଦେଶର ଉପଯୋଗକର୍ତ୍ତାଙ୍କୁ ଆଉ ଅଧିକ ସେବା ପ୍ରଦାନ ନକରିବା ନିମନ୍ତେ Google ସ୍ଥାନାନ୍ତରଣ କରୁ
ଛି; କିମ୍ବା</p> | |
96 <p>(E) ଆପଣଙ୍କ ସକାଶେ Google ଦ୍ଵାରା ସେବାର ଧାରା, Google ର ବିଚାରରେ, ଆଉ ଅଧିକ ବାଣିଜ୍ୟ
ସଂକ୍ରାନ୍ତ ବିକାଶକ୍ଷମ ନୁହେଁ ।</p> | |
97 <p>13.4 ଏହି ବିଭାଗରେ ସର୍ତ୍ତାବଳୀର ଧାରା 4 ଅନୁଯାୟୀ ସେବାର ବନ୍ଦୋବସ୍ତ ପ୍ରତି Google ର କୌ
ଣସି ଅଧିକାରକୁ ପ୍ରଭାବିତ କରିବ ନାହିଁ ।</p> | |
98 <p>13.5 ଯେତେବେଳେ ଏହି ସର୍ତ୍ତାବଳୀ ଏକ ଶେଷ ଅବସ୍ଥାରେ ପହଞ୍ଚେ, ସମସ୍ତ ଆଇନଗତ ଅଧିକାର, କର୍ତ
୍ତବ୍ୟ, ଉତ୍ତରଦାୟୀତ୍ଵତା ଯେଉଁଥିରୁ ଆପଣ ଏବଂ Google ସୁବିଧା ହାସଲ କରିଥିଲେ, ତାହା ଉପରେ ଆଧା
ର କରି (କିମ୍ବା ଯେଉଁଟି ବହୁ ପୂର୍ବରୁ ସର୍ତ୍ତାବଳୀ ବଳବତ୍ତର ଥିବା ସମୟରୁ ଅଦ୍ୟାବଧି ଉପାର୍ଜିତ
ହୋଇଥାଏ) କିମ୍ବା ଅନିଶ୍ଚିତ ରୂପେ ଅବ୍ୟାହତ ହେବାକୁ ଥିବା ଯେଉଁଗୁଡିକ ସ୍ପଷ୍ଟ ହୋଇଥାଏ, ତାହା
ଏହି ଅବସାନ ଦ୍ଵାରା ଅପ୍ରଭାବିତ ରହିବ ଏବଂ ଅନୁଛେଦ 20.7 ନୀତି ଅନୁଯାୟୀ ଉକ୍ତ ଅଧିକାର, କର୍ତ୍ତ
ବ୍ୟ ଓ ଉତ୍ତରଦାୟିତ୍ଵ ଗୁଡିକ ପ୍ରୟୋଗ ସକାଶେ ଅନିଶ୍ଚିତ ରୂପେ ଜାରି ରହିବ ।</p> | |
99 <p><b>14. ୱାରେଣ୍ଟି ସମର୍ଥନର ବହିଷ୍କରଣ</b></p> | |
100 <p>14.1 ଏହି ସର୍ତ୍ତାବଳୀରେ କିଛି ବି ନୁହେଁ, ଧାରା 14 ଓ 15 ସହିତ କ୍ଷତି ନିମନ୍ତେ ଯେଉଁଟ
ି ପ୍ରଯୁଜ୍ୟ ଆଇନ ଦ୍ଵାରା ବିଧିପୂର୍ଣ୍ଣ ଭାବେ ବହିଷ୍କୃତ କିମ୍ବା ସୀମିତ ତାହା GOOGLE ର ୱାରେଣ
୍ଟି କିମ୍ବା ଉତ୍ତରଦାୟିତ୍ଵ ବହିଷ୍କରଣ କିମ୍ବା ସୀମାବଦ୍ଧ ହେବ । ଅବହେଳା ବଶତଃ କ୍ଷତି କିମ୍ବା
ନଷ୍ଟ ହୋଇଥିବା ଉତ୍ତରଦାୟିତ୍ଵର ବହିଷ୍କରଣ, ଚୁକ୍ତି ଉଲଂଘନ, କିମ୍ବା ସୂଚିତ ଭାବ ଖଣ୍ଡନ ବା ପ୍ର
ସଙ୍ଗକ୍ରମେ ବା ପରିଣାମ ସ୍ଵରୂପ ହାନୀକୁ କେତେକ ବିଚାରଣା ନିର୍ଦ୍ଦିଷ୍ଟ ଆଶ୍ଵସନା ବା ଅବସ୍ଥା କି
ମ୍ବା ଉତ୍ତରଦାୟିତ୍ଵର ବହିଷ୍କରଣ ଅଥବା ସିମୀତତାକୁ ମଞ୍ଜୁର କରନ୍ତି ନାହିଁ । ତଦନୁଯାୟୀ, କେବଳ
ସେହି ସିମୀତତା ଗୁଡିକ ଯେଉଁଗୁଡିକ ଆପଣଙ୍କର ବିଚାରଣାରେ ଆପଣଙ୍କୁ ଆଇନ ସଂଗତ ପ୍ରଯୁଜ୍ୟ ହେବ ତଥା
ଆଇନ ଅନୁଯାୟୀ ଅନୁମୋଦିତ ସର୍ବାଧିକ ପରିଣାମ ସକାଶେ ଆମର ଉତ୍ତରଦାୟିତ୍ଵ ସିମୀତ ରହିବ ।</p> | |
101 <p>ଆପଣ ପ୍ରାକାଶ୍ୟଭବେ ଅନୁଭବ ଓ ସ୍ଵୀକାର କରନ୍ତି ଯେ ଆପଣଙ୍କ ସେବାର ବ୍ୟବହାର ଆପଣଙ୍କର ଏକାକୀ
ବିପଦ ତଥା ସେହି ସେବାଗୁଡିକ "ଯଥାବତ୍" ଓ “ଯଥୋପଲବ୍ଧ” ଅନୁଯାୟୀ ପ୍ରଦାନ କରାଯାଇ
ଛି</p> | |
102 <p>14.3 ବିଶେଷତଃ, GOOGLE, ଏହାର ସହଯୋଗୀ ସଂସ୍ଥା ଓ ଅଙ୍ଗୀଭୁତଗୁଡିକ, ତଥା ଏହାର ଲାଇସେନ୍ସର
ଆପଣଙ୍କୁ ପ୍ରତିନିଧିତ୍ଵ କିମ୍ବା ସମର୍ଥନ କରନ୍ତି ନାହିଁ ଯେ:</p> | |
103 <p>(A) ସେବାଗୁଡିକୁ ବ୍ୟବହାରରେ ଆପଣ ଆପଣଙ୍କର ଆବଶ୍ୟକ ଗୁଡିକୁ ପୁରଣ କରିପାରିବେ,</p> | |
104 <p>(B) ଆପଣଙ୍କର ସେବାର ଉପଯୋଗ ହସ୍ତକ୍ଷେପ ରହିତ, ସମୟାନୁଯାୟୀ, ନିରାପତ୍ତା କିମ୍ବା ତ୍ରୁଟି ମ
ୁକ୍ତ ରହିବ,</p> | |
105 <p>(C) ଆପଣଙ୍କର ସେବା ସକଳର ବ୍ୟବହାରର ପରିଣାମ ସ୍ଵରୂପ ଆପଣଙ୍କ ଦ୍ଵାରା ପ୍ରାପ୍ତ ଯେକୌଣସି ସୂ
ଚନା ଯଥାର୍ଥ କିମ୍ବା ବିଶ୍ଵସ୍ତ ହେବ ଏବଂ</p> | |
106 <p>(D) ସେବାର ଏକ ଅଂଶ ସ୍ଵରୂପ ଆପଣଙ୍କୁ ପ୍ରଦାନ କରାଯାଇଥିବା ସେହି ଯେକୌଣସି ସଫ୍ଟୱେୟାର ଚାଳ
ନା ଓ ପ୍ରକାର୍ଯ୍ୟ ଜନିତ ତ୍ରୁଟି ସଂଶୋଧିତ କରାଯିବ ।</p> | |
107 <p>14.4 ସେବାକୁ ଉପଯୋଗ କରି ଡାଉନଲୋଡ୍ କିମ୍ବା ଅନ୍ୟଥା ପ୍ରାପ୍ତ ହୋଇଥିବା ଯେକୌଣସି ସାମଗ୍ରୀ
କେବଳ ଆପଣଙ୍କ ନିଜର ବିବେକ ଓ ସଂକଟ ପରିସ୍ଥିତିକୁ ନେଇ କରାଯାଇଥାଏ ତଥା ଏହି ଭାବେ ଯେକୌଣସି ସାମ
ଗ୍ରୀ ଡାଉନଲୋଡ କରିବାରେ ପରିଣତ ସ୍ଵରୂପ ଆପଣଙ୍କର କମ୍ପ୍ୟୁଟର୍ର ସେହି ଯେକୌଣସି ହାନି କିମ୍ବା ଅ
ନ୍ୟ ସାଧନ ବା ଡାଟାର କ୍ଷତି ପାଇଁ ଆପଣ ନିଜେ ଦାୟୀ ରହିବେ ।</p> | |
108 <p>14.5 GOOGLE କିମ୍ବା ତା'ମାଧ୍ୟମ ବା ସେବାରୁ ଆପଣଙ୍କ ଦ୍ଵାରା ପ୍ରାପ୍ତ କୌଣସି ଉପଦେଶ କିମ୍
ବା ସୂଚନା ତାହା ମୌଖିକ ହେଉ ବା ଲିଖିତ ଭାବରେ ହେଉ, ଯଦି ସର୍ତ୍ତାବଳୀରେ ସ୍ପଷ୍ଟଭାବେ ବର୍ଣ୍ଣିତ
ନୁହେଁ ତାହା କୌଣସି ଆଶ୍ଵସନା ସୃଷ୍ଟି କରିବ ନାହିଁ ।</p> | |
109 <p>14.6 GOOGLE ପୁଣି ଆଶ୍ଵସନା ଓ ଯେକୌଣସି ପ୍ରକାର ଅବସ୍ଥା ତାହା ସ୍ପଷ୍ଟ ବା ସୂଚିତ ଯେପରି ଭ
ାବେ ହେଉ, ଅନ୍ତର୍ଭୁକ୍ତ କରେ, ପରନ୍ତୁ ସୂଚିତ ଆଶ୍ଵସନା ସହିତ ସିମୀତତା ନୁହେଁ ତଥା ଏକ ନିର୍ଦ୍ଦ
ିଷ୍ଟ ଉଦ୍ଦେଶ୍ୟ ଓ ଉଲଂଘନ-ରହିତ ନିମନ୍ତେ ବାଣିଜ୍ୟ କ୍ଷମତାର ଅବସ୍ଥା, ଉପଯୁକ୍ତତା ହେଉ ବା ନ ହେ
ଉ ସବୁଗୁଡିକୁ ସ୍ପଷ୍ଟ ଭାବରେ ଅଗ୍ରାହ୍ୟ କରେ ।</p> | |
110 <p><b>15. ଉତ୍ତରଦାୟିତ୍ଵର ସିମୀତତା</b></p> | |
111 <p>15.1 ଉପରୋକ୍ତ ଅନୁଛେଦ 14.1 ରେ ଥିବା ସାମଗ୍ରୀକ ସାପେକ୍ଷ ଅନୁଯାୟୀ, ଆପଣ ସ୍ପଷ୍ଟ ଭାବରେ ହ
ୃଦବୋଧ ତଥା ସ୍ଵୀକାର କରନ୍ତି ଯେ GOOGLE, ଏହାର ସହଯୋଗୀ ଓ ଅଙ୍ଗୀଭୂତ ସଂସ୍ଥା ଏବଂ ଏହାର ଲାଇସେ
ନ୍ସର ଆପଣଙ୍କ ନିମନ୍ତେ ଏଥିପାଇଁ ଉତ୍ତରଦାୟୀ ହେବେ ନାହିଁ:</p> | |
112 <p>(A) ଯେକୌଣସି ପ୍ରତ୍ୟକ୍ଷ, ଅପ୍ରତ୍ୟକ୍ଷ, ଆକସ୍ମିକ, ସ୍ଵତନ୍ତ୍ର ଆନୁଷଙ୍ଗିକ କିମ୍ବା ଅନୁକରଣ
ୀୟ ହାନି ଯାହା ଆପଣଙ୍କ ଦ୍ଵାରା ଉପୁଜିଥାଏ, ସେ ଯେପରି ଭାବେ ଘଟୁ ନା କାହିଁକି ତଥା ଉତ୍ତରଦାୟିତ
୍ଵର ଯେକୌଣସି ଉପପାଦ୍ୟର ଅଧିନରେ । ଏହା ଅନ୍ତର୍ଭୁକ୍ତ ହେବ, କିନ୍ତୁ ଲାଭର କୌଣସି କ୍ଷତିକୁ (ପ୍
ରତ୍ୟକ୍ଷ ଭାବେ ହେଉ ବା ଅପ୍ରତ୍ୟକ୍ଷ ଭାବରେ ଯେପରି ଘଟୁ ନା କାହିଁକି), ଖ୍ୟାତିର ବା ବ୍ୟବସାୟ ସ
ୁନାମର ଯେକୌଣସି କ୍ଷତି, ପ୍ରଭାବିତ ଡାଟାର ଯେକୌଣସି କ୍ଷତି, ପ୍ରତିବଦଳ ସାମଗ୍ରୀ ବା ସେବାର ହସ୍
ତଗତ ଖର୍ଚ୍ଚ, କିମ୍ବା ଅନ୍ୟ ଅଦୃଶ୍ୟ କ୍ଷତି ସୀମିତ ହେବ ନାହିଁ;</p> | |
113 <p>(B) ଯେକୌଣସି କ୍ଷତି ବା ହାନି ଯାହା ଆପଣଙ୍କ ଦ୍ଵାରା ଉପୁଜିଥାଏ, ତାହା ଅର୍ନ୍ତଭୂକ୍ତ କିନ୍ତ
ୁ ଏହାର ପରିଣାମ ସ୍ଵରୂପ ତାହାର କ୍ଷତି ଓ ହାନି ସିମୀତ ନୁହେଁ:</p> | |
114 <p>(I) ଯେକୌଣସି ବିଜ୍ଞାପନର ସଂପୂର୍ଣ୍ଣତା, ବିଶୁଦ୍ଧତା କିମ୍ବା ଅସ୍ତିତ୍ଵ ଉପରେ ଆପଣଙ୍କର ଦ୍ଵ
ାରା ସ୍ଥାପିତ ଯେକୌଣସି ବିଶ୍ଵାସ, କିମ୍ବା ଫଳସ୍ଵରୂପ ଯେକୌଣସି ସଂପର୍କିୟତା ବା ଆପଣ ଓ କୌଣସି ବ
ିଜ୍ଞାପନଦାତା ବା ପ୍ରାୟୋଜକଙ୍କ ମଧ୍ୟରେ ବ୍ୟବସାୟ ଯାହାର ବିଜ୍ଞାପନ ସେବା ଉପରେ ପ୍ରତୀୟମାନ ହେଉ
ଥାଏ;</p> | |
115 <p>(II) ସେ ଯେକୌଣସି ପରିବର୍ତ୍ତନ ସେବା ବା ସେବାର ବନ୍ଦୋବସ୍ତ ଭିତରେ ଯେକୌଣସି ସ୍ଥାୟୀ ବା ଅ
ସ୍ଥାୟୀ (କିମ୍ବା ସେବାର ଯେକୌଣସି ବୈଶିଷ୍ଟ୍ୟ)ର ଅବସାନ ନିମନ୍ତେ GOOGLE ପରିବର୍ତ୍ତନ କରିପାରେ
;</p> | |
116 <p>(III) ସେବାର ବ୍ୟବହାର ଆପଣଙ୍କ ଦ୍ଵାରା କିମ୍ବା ମାଧ୍ୟମରେ ଦୂଷିତ କରଣର, ବିଲୋପନ କରିବା, କ
ିମ୍ବା ସଂଗ୍ରହଣରେ ବିଫଳତା, ଯେକୌଣସି ଅନ୍ତର୍ନିହିତ ବସ୍ତୁ ତଥା ଅନ୍ୟ ସଂକ୍ରମଣ ଡାଟା ପୃଷ୍ଠପୋଷ
କତା ବା ପ୍ରସାରଣତା;</p> | |
117 <p>(IV) GOOGLEକୁ ସଠିକ୍ ଖାତା ସୂଚନା ପ୍ରଦାନ କରିବାରେ ଆପଣଙ୍କର ବିଫଳତା;</p> | |
118 <p>(V) ଆପଣଙ୍କର ପାସୱାର୍ଡ୍ କିମ୍ବା ଖାତା ସବିଶେଷ ନିରାପଦ ଓ ଗୋପନୀୟ ଭାବେ ରଖିବାରେ ଆପଣଙ୍କ
ବିଫଳତା;</p> | |
119 <p>15.2 ଉପରେ ଦର୍ଶିତ ଅନୁଚ୍ଛେଦ 15.1 ରେ ଆପଣଙ୍କ ପାଇଁ GOOGLEର ଉତ୍ତରଦାୟୀତ୍ଵରେ ସୀମିତତା
GOOGLE ପରାମର୍ଶିତ ହୋଇଛି କି ନାହିଁ କିମ୍ବା ଏହି ପରି ଅନିଷ୍ଟ ଆଶଙ୍କାର ସାମ୍ଭବ୍ୟତାରେ ସତର୍କ
କରାଯାଇଛି କି ନାହିଁ ତାହା ଉପରେ ନିର୍ଭର କରି ପ୍ରୟୋଗ ହେବ ।</p> | |
120 <p><b>16. କପିରାଇଟ୍ ଏବଂ ଟ୍ରେଡ୍ ମାର୍କ ନୀତି ଗୁଡିକ</b></p> | |
121 <p>16.1 ଆରୋପିତ ସତ୍ତ୍ଵାଧିକାର ଉଲଂଘନର ସୂଚନାଗୁଡିକୁ ପ୍ରତ୍ୟୁତ୍ତର ଦେବା ଯାହା ପ୍ରଯୁଜ୍ୟ ଅନ
୍ତର୍ଜାତୀୟ ବୌଦ୍ଧିକ ଗୁଣଧର୍ମ ଆଇନକୁ ପାଳନ କରିବା (ଯୁକ୍ତରାଷ୍ଟ୍ରରେ ଥିବା, ଡିଜିଟାଲ୍ ମିଲେନି
ୟମ କପିରାଇଟ୍ ନିୟମ, ସହିତ) ତଥା ପୁନରାବୃତ୍ତି ଉଲଂଘନ ଗୁଡିକର ହିସାବ ଅବସାନ କରିବା ଏହା Googl
eର ନୀତି ଅଟେ । Google ନୀତିର ବିବରଣୀ <a href="http://www.google.com/dmca.html">htt
p://www.google.com/dmca.html</a>ରେ ମିଳିପାରିବ ।</p> | |
122 <p>16.2 Googleର ବିଜ୍ଞାପନ ବ୍ୟାପାର ସମ୍ପର୍କିତ ଏକ ବାଣିଜ୍ୟ ଅଭିଯୋଗ ପ୍ରଣାଳୀ Google ପ୍ରଚ
ଳନ କରିଥାଏ, ଯାହାର ସବିଶେଷ ଏଠି ଖୋଜା ଯାଇପାରେ <a href="http://www.google.com/tm_compl
aint.html">http://www.google.com/tm_complaint.html</a> ।</p> | |
123 <p><b>17. ବିଜ୍ଞାପନ</b></p> | |
124 <p>17.1 କିଛି ସେବା ବିଜ୍ଞାପନ ଆୟ ଦ୍ଵାରା ସମର୍ଥିତ ଅଟନ୍ତି ଏବଂ ବିଜ୍ଞାପନ ତଥା ପ୍ରୋମୋସନ୍ ମ
ାନ ପ୍ରଦର୍ଶନ କରିପାରନ୍ତି । ଏହି ବିଜ୍ଞାପନଗୁଡିକ ସେବାରେ ଥିବା ସୂଚନାର ସୂଚୀ, ସେବା ମାଧ୍ୟମର
େ ହୋଇଥିବା ଜିଜ୍ଞାସା କିମ୍ବା ଅନ୍ୟାନ୍ୟ ସୂଚନାକୁ ଲକ୍ଷ୍ୟ କରାଯାଇ ପାରିଥାଏ ।</p> | |
125 <p>17.2 ସେବାରେ Google ଦ୍ଵାରା ଏହି ପଦ୍ଧତି, ମୋଡ୍ ଏବଂ ବିଜ୍ଞାପନର ସ୍ତର ଆପଣଙ୍କୁ ବିନା କୌ
ଣସି ନୋଟିସ୍ ଦେଇ ପରିବର୍ତ୍ତନ କରାଯାଇ ପାରେ ।</p> | |
126 <p>17.3 ସେବାକୁ ପ୍ରବେଶ ଦେବା ତଥା ବ୍ୟବହାର କରିବାକୁ Google ଆପଣଙ୍କୁ ଦେଉଥିବା ଅନୁମତି ଅନୁ
ସାରେ ଆପଣ ରାଜି ହୁଅନ୍ତି ଯେ Google ସେବାଟିରେ ଏହି ପରି ବିଜ୍ଞାପନଗୁଡିକ ସ୍ଥାନିତ କରିପାରେ ।
</p> | |
127 <p><b>18. ଅନ୍ୟ ବିଷୟବସ୍ତୁ</b></p> | |
128 <p>18.1 ସେବାଗୁଡିକ ସେହି ଅନ୍ୟ ୱେବସାଇଟ୍ ବା ଅନ୍ତର୍ନିହିତ ବସ୍ତୁ କିମ୍ବା ଉତ୍ସଗୁଡିକ ସହିତ
ହାଇପରଲିଙ୍କଗୁଡିକୁ ଅର୍ନ୍ତଭୂକ୍ତ କରିପାରେ । Google ବ୍ୟତୀତ ଅନ୍ୟ କମ୍ପାନୀ କିମ୍ବା ବ୍ୟକ୍ତି
ବିଶେଷଙ୍କ ଦ୍ଵାରା ଯେଉଁ ୱେବସାଇଟ୍ କିମ୍ବା ଉତ୍ସ ଗୁଡିକ ପ୍ରଦାନ କରାଯାଇଥାଏ ସେଗୁଡିକ ଉପରେ Go
ogleର ନିୟନ୍ତ୍ରଣ ନ ରହିପାରେ ।</p> | |
129 <p>18.2 ଆପଣ ସ୍ଵୀକାର ଓ ସହମତ କରନ୍ତି ଯେ ଏହି ପ୍ରକାର ବାହ୍ୟ ସାଇଟ୍ କିମ୍ବା ସମ୍ପଦ ଗୁଡିକର
ଉପଲବ୍ଧତା ନିମନ୍ତେ Google ଉତ୍ତର ଦାୟୀ ନୁହେଁ, ତଥା ଏହି ପ୍ରକାର ୱେବସାଇଟ୍ ବା ଉତ୍ସଗୁଡିକରେ
କିମ୍ବା ସେଥିରୁ ଉପଲବ୍ଧ କୌଣସି ବିଜ୍ଞାପନ, ଉତ୍ପାଦ କିମ୍ବା ଅନ୍ୟ ସାମଗ୍ରୀଗୁଡିକୁ ପୃଷ୍ଠାଙ୍କ
ନ କରେ ନାହିଁ ।</p> | |
130 <p>18.3 ଆପଣ ସ୍ଵୀକାର ଓ ସହମତ କରନ୍ତି ଯେ Google ଯେକୌଣସି କ୍ଷତି ଓ ହାନି ସକାଶେ ଉତ୍ତରଦାୟି
ତ୍ଵ ନୁହେଁ କିମ୍ବା ଯେକୌଣସି ବିଜ୍ଞାପନର ସଂପୂର୍ଣ୍ଣତା, ବିଶୁଦ୍ଧତା କିମ୍ବା ଅସ୍ତିତ୍ଵ ଉପରେ ଆ
ପଣଙ୍କର ଦ୍ଵାରା ସ୍ଥାପିତ ଯେକୌଣସି ବିଶ୍ଵାସ ପାଇଁ, ଯେଉଁଗୁଡିକ ଉକ୍ତ ବାହ୍ୟ ସାଇଟ୍ ବା ଉତ୍ସଗୁ
ଡିକର ଉପଲବ୍ଧତାର ପରିଣତି ସ୍ଵରୂପ ଉପୁଜିଥାଇ ପାରେ ।</p> | |
131 <p><b>19. ସର୍ତ୍ତାବଳୀକୁ ପରିବର୍ତ୍ତନଗୁଡିକ</b></p> | |
132 <p>19.1 Google ସମୟ ସମୟରେ ବିଶ୍ଵସ୍ତରୀୟ ସର୍ତ୍ତାବଳୀ କିମ୍ବା ଅତିରିକ୍ତ ସର୍ତ୍ତାବଳୀରେ ପରି
ବର୍ତ୍ତନ କରିପାରେ । ଯେତେବେଳେ ଏହି ପରିବର୍ତ୍ତନଗୁଡିକ କରାଯାଏ, <a href="http://www.googl
e.com/accounts/TOS?hl=en">http://www.google.com/accounts/TOS?hl=en</a> ରେ ଉପଲବ୍ଧ
ଥିବା ବିଶ୍ଵସ୍ତରୀୟ ଚୁକ୍ତିନାମାର ଏକ ନୂତନ କପି Google ସୃଷ୍ଟି କରିବ ଏବଂ ନୂତନ ଅତିରିକ୍ତ ଚ
ୁକ୍ତିନାମା ପ୍ରଭାବିତ ସେବାରେ କିମ୍ବା ମାଧ୍ୟମରେ ଆପଣଙ୍କ ପାଇଁ ଉପଲବ୍ଧ କରାଯିବ ।</p> | |
133 <p>19.2 ଆପଣ ବୁଝନ୍ତି ଓ ରାଜି ହୁଅନ୍ତି ଯେ ବିଶ୍ଵସ୍ତରୀୟ ସର୍ତ୍ତାବଳୀର କିମ୍ବା ଅତିରିକ୍ତ ସର
୍ତ୍ତାବଳୀ ପରିବର୍ତ୍ତନ ତାରିଖ ପରେ ଯଦି ଆପଣ ସେବାଗୁଡିକୁ ବ୍ୟବହାର କରନ୍ତି ତେବେ ଆପଣଙ୍କ ବ୍ୟବ
ହାର ଦ୍ଵାରା ଅଦ୍ୟତିତ ବିଶ୍ଵସ୍ତରୀୟ ସର୍ତ୍ତାବଳୀର କିମ୍ବା ଅତିରିକ୍ତ ସର୍ତ୍ତାବଳୀକୁ ଆପଣଙ୍କ ସ
୍ଵୀକାରୋକ୍ତି ରୂପେ Google ମାନିନେବ ।</p> | |
134 <p><b>20. ସାଧାରଣ ଆଇନଗତ ସର୍ତ୍ତାବଳୀ</b></p> | |
135 <p>20.1 ବେଳେ ବେଳେ ଆପଣ ସେବାଗୁଡିକୁ ଉପଯୋଗ କରିବା ବେଳେ, ଆପଣ (ପରିଣତି ସ୍ଵରୂପ, କିମ୍ବା ସେ
ବାଗୁଡିକର ଆପଣଙ୍କ ଦ୍ଵାରା ଉପଯୋଗ) ସେହି ଏକ ସେବାକୁ ଉପଯୋଗ କିମ୍ବା ଏକ ସଫ୍ଟୱେୟାର୍ ଖଣ୍ଡଟିଏ
ଡାଉନ୍ଲୋଡ୍ ବା ଦ୍ରବ୍ୟ କ୍ରୟ, କରିପାରନ୍ତି, ଯେଉଁଗୁଡିକ ଅନ୍ୟ ଏକ ବ୍ୟକ୍ତି ବା କମ୍ପାନୀ ଦ୍ଵାର
ା ଯୋଗାଯାଇଥାଏ । ଏହି ଅନ୍ୟ ସେବା, ସଫ୍ଟୱେୟାର୍ କିମ୍ବା ଦ୍ରବ୍ୟ ଗୁଡିକର ଆପଣଙ୍କର ଉପଯୋଗ, ଆପ
ଣ ଓ ସଂପୃକ୍ତ କମ୍ପାନୀ ବା ବ୍ୟକ୍ତିଙ୍କ ମଧ୍ୟରେ ପୃଥକ ସର୍ତ୍ତାବଳୀକୁ ଆଧାର କରିପାରେ । ଯଦି ଏହ
ା ହୁଏ, ତେବେ ଉକ୍ତ କମ୍ପାନୀ ବା ବ୍ୟକ୍ତି ବିଶେଷ ସହିତ ଥିବା ଆପଣଙ୍କର ଆଇନ ସଂପର୍କିୟତାକୁ ସର୍
ତ୍ତାବଳୀ ପ୍ରଭାବିତ କରେ ନାହିଁ ।</p> | |
136 <p>20.2 ସର୍ତ୍ତାବଳୀଟିରେ ଆପଣ ଓ Google ମଧ୍ୟରେ ହୋଇଥିବା ଆଇନ ସଂଗତ ଚୁକ୍ତିନାମାକୁ ସମଗ୍ର ଭ
ାବେ ସଂଘଟିତ କରିଥାଏ ଏବଂ ଆପଣଙ୍କ ଦ୍ଵାରା ସେବାଗୁଡିକର ଉପଯୋଗକୁ ଶାସନ କରିଥାଏ (କିନ୍ତୁ ସେହି
ସେବାଗୁଡିକ ବ୍ୟତୀତ ଯେଉଁଗୁଡିକ Google ଆପଣଙ୍କୁ ଏକ ପୃଥକ ଭାବେ ଲିଖିତ ଚୁକ୍ତିନାମା ଅଧିନରେ ପ
୍ରଦାନ କରିପାରେ), ତଥା ଆପଣ ଓ Google ମଧ୍ୟରେ ପୂର୍ବରୁ ଥିବା ଯେକୌଣସି ସେବାଗୁଡିକ ସମ୍ପର୍କିୟ
ଚୁକ୍ତିନାମାକୁ ସମ୍ପୁର୍ଣ୍ଣ ଭାବରେ ବିସ୍ଥାପନ କରିଥାଏ ।</p> | |
137 <p>20.3 ଆପଣ ସ୍ଵୀକାର କରନ୍ତି ଯେ ସୂଚନା ସହିତ ସେବାଗୁଡିକରେ ସର୍ତ୍ତାବଳୀର ଉକ୍ତ ପରିବର୍ତ୍ତନ
ଗୁଡିକ ସମ୍ବନ୍ଧରେ ଇମେଲ୍, ନିୟମିତ ମେଲ୍, କିମ୍ବା ଡାକ ପ୍ରେରଣ ଦ୍ଵାରା Google ଆପଣଙ୍କୁ ପ୍ର
ଦାନ କରିପାରେ ।</p> | |
138 <p>20.4 ଆପଣ ସ୍ଵୀକାର କରନ୍ତି ଯେ ଯଦି Google କୌଣସି ଆଇନ ସଂଗତ ଅଧିକାର କିମ୍ବା ପ୍ରତିକାରକୁ
ଅନୁଶୀଳନ କିମ୍ବା ପ୍ରଚଳନ କରେ ନାହିଁ ଯେଉଁଟି ସର୍ତ୍ତାବଳୀରେ ଅନ୍ତର୍ନିହିତ ଅଟେ (କିମ୍ବା ଯେକ
ୌଣସି ପ୍ରଯୁଜ୍ୟ ବିଧି ଅନୁଯାୟୀ ଯେଉଁଟିରେ Google ଲାଭବାନ ହୋଇଥାଏ), ଏହା Googleର ଅଧିକାର ସମ
ୂହର ଔପଚାରିକ ସତ୍ଵତ୍ୟାଗ କରିଦେବାକୁ ଗ୍ରହଣ କରାଯିବ ନାହିଁ ସୁତରାଂ ଉକ୍ତ ଅଧିକାର ବା ପ୍ରତିକା
ର ଗୁଡିକ ତଥାପି Google ପ୍ରତି ଉପଲବ୍ଧ ରହିବ ।</p> | |
139 <p>20.5 ଯଦି ଏହି ପ୍ରସଙ୍ଗ, ନୀତି ଯାହା ଦର୍ଶାଇଥାଏ ଯେ ଏହି ସର୍ତ୍ତାବଳୀର ଯେକୌଣସି ବନ୍ଦୋବସ୍
ତ ଅବୈଧ ଅଟେ ତାହା ନିଷ୍ପତି କରିବା ସକାଶେ କୌଣସି ଆଇନ-ଅଦାଲତ ରହିଥାଏ, ତେବେ ସେହି ସର୍ତ୍ତାବଳୀ
ର ଅବଶିଷ୍ଟାଶଂକୁ ପ୍ରଭାବିତ ନ କରି ସେହି ଧାରାଟିକୁ ଅପସାରଣ କରିଦିଆଯିବ । ସର୍ତ୍ତାବଳୀର ଅବଶିଷ
୍ଟାଶଂ ବନ୍ଦୋବସ୍ତଗୁଡିକ ବୈଧ ଓ ପ୍ରଚଳନ କ୍ଷମ ହେବା ସକାଶେ ଅବ୍ୟାହତ ରହିବ ।</p> | |
140 <p>20.6 ଆପଣ ସ୍ଵୀକାର କରନ୍ତି ତଥା ରାଜି ହୁଅନ୍ତି ଯେ ସେହି ଗୋଷ୍ଠୀ ବହୁଳ କମ୍ପାନୀଗୁଡିକର ପ୍
ରତ୍ୟେକ ସଦସ୍ୟ ଯେଉଁଗୁଡିକ ନିମନ୍ତେ Google ହେଉଛି ମୂଳ ଜନକ ସେହିମାନେ ସର୍ତ୍ତାବଳୀ ସହ ତୃତୀୟ
ପକ୍ଷ ହିତଗ୍ରାହୀ ହେବେ ସୁତରାଂ ଏହି ଭାବେ ସର୍ତ୍ତାବଳୀର ସେ ଯେକୌଣସି ବନ୍ଦୋବସ୍ତର ଅନ୍ୟ କମ୍ପା
ନୀମାନେ ପ୍ରତ୍ୟକ୍ଷ ପ୍ରଚଳନ ଓ ତା'ପ୍ରତି ନିର୍ଭର କରିବା ସକାଶେ ସତ୍ୟବାନ୍ ହେବେ ଯେଉଁଟି ସେମାନ
ଙ୍କ ପ୍ରତି ଏକ ହିତକର (କିମ୍ବା ସେମାନଙ୍କର ପକ୍ଷରେ ଅଧିକାର) ପ୍ରଦାନ କରିଥାଏ । ଏତଦବ୍ୟତୀତ, ସ
ର୍ତ୍ତାବଳୀ ପ୍ରତି ଅନ୍ୟ କୌଣସି ବ୍ୟକ୍ତି ବା କମ୍ପାନୀ ତୃତୀୟପକ୍ଷ ହିତଗ୍ରାହୀ ହେବେ ନାହିଁ ।</
p> | |
141 <p>20.7 ସର୍ତ୍ତାବଳୀ ଅଧୀନରେ ସର୍ତ୍ତାବଳୀ ଏବଂ Google ସହିତ ଆପଣଙ୍କର ସଂପର୍କିୟତା, ଏହାର ବନ
୍ଦୋବସ୍ତ ଆଇନର ବିରୋଧ ଭାଷ ପ୍ରତି ବିଚାର କାଲିଫର୍ଣ୍ଣିଆ ରାଜ୍ୟ ଆଇନ ଅନୁସାରେ ଶାସିତ ହେବ । କ
ାଲିଫର୍ଣ୍ଣିଆ ସର୍ତ୍ତାବଳୀରୁ ଉଦୟମାନ ଯେକୌଣସି ଆଇନ ସଂଗତ ପ୍ରସଙ୍ଗକୁ ନିର୍ଦ୍ଧାରଣ କରିବା ସକାଶ
େ, ସାନ୍ତା କ୍ଲାରା ଦେଶ ମଧ୍ୟସ୍ଥ ଅବସ୍ଥିତ ଅଦାଲତଗୁଡିକର ଅନନ୍ୟ ବିଚାରଣାକୁ ସମର୍ପଣ କରିବା ସକ
ାଶେ ଆପଣ ଓ Google ସହମତ ଅଟନ୍ତି । ଏହାକୁ ଉପେକ୍ଷା ନକରି, ଆପଣ ସ୍ଵୀକାର କରନ୍ତି ଯେ ତଥାପି G
oogle ଆଦେଶାତ୍ମକ ପ୍ରତିକାର (କିମ୍ବା ଏକ ସମତୂଲ୍ୟ ଜରୁରୀ ଆଇନ ସଂଗତ ସହାୟତା) ପ୍ରୟୋଗ କରିବା
ସକାଶେ ମଞ୍ଜୁର ପ୍ରାପ୍ତ ହେବ ।</p> | |
142 <p>ଅଗଷ୍ଟ 15, 2008 </p> | |
143 | |
144 <br /> | |
145 </body> | |
146 </html> | |
OLD | NEW |